Special Story: Cyclone Arnab Weakens, But Danger Remains! South Odisha Braces for Heavy Rain

Special Story: Cyclone Arnab Weakens, But Danger Remains! South Odisha Braces for Heavy Rain #ଦୁର୍ବଳ_ହେଉଛି_ବାତ୍ୟା #ତାଉ_କମିନି ଲ୍ୟାଣ୍ଡଫଲ୍ ପରେ ଦୁର୍ବଳ ପଡୁଛି ବାତ୍ୟା । କିନ୍ତୁ ତାଉ କମିନି। ଏବେ ଅର୍ଣ୍ଣବ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିଛି। ଆଗାମୀ କିଛି ଘଣ୍ଟାରେ ଓଡ଼ିଶା ଦେଇ ଛତିଶଗଡ଼ ମୁହାଁ ହେବ। ଆଜି ରାତି ଓଡ଼ିଶା ପାଇଁ ଭାରୀ ଗୁରୁତ୍ବପୂର୍ଣ୍ଣ। ବାତ୍ୟା ପ୍ରଭାବରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳ ପବନ ସାଙ୍ଗକୁ ମୂଷଳଧାରାରେ ବର୍ଷା ହୋଇପାରେ। ଫଳରେ ପାହାଡ଼ିଆ ଅଞ୍ଚଳରେ ଫ୍ଲାସ ଫ୍ଲଡ ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ପ୍ରଭାବିତ ଜିଲ୍ଲାରେ ବିଭିନ୍ନ ମନ୍ତ୍ରୀ ଡେରା ପକାଇଥିବା ବେଳେ ଲୋକଙ୍କୁ ବି ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି।…
Read the full report on Otv News
Story file
- Section
- Science
- Topics
- Weather & monsoon, ISRO & space, AI & gadgets
- Places
- Andhra Pradesh, Chhattisgarh, Odisha
- First reported by
- Otv News
- Reporter
- otv
- Published
- Wednesday, 28 October 2026, 9:26 pm IST
- Coverage
- One outlet so far
How this page works. The Headline Update lists this report from Otv News with a short summary and a link to the original. The original reporting and photograph belong to the publisher. Spotted an error in our summary? Tell our corrections desk.






